ପରୀ ହତ୍ୟା ମାମଲା: କଲେଜ ଛାତ୍ରକୁ ବାନ୍ଧିଲା ଏସ୍‌ଆଇଟି

ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ,ପକ୍‌ସୋ କୋର୍ଟରେ ଆଜି ହାଜର ହେବ ନୟାଗଡ଼: ନୟା‌ଗଡ଼ ଯଦୁପୁରର ବହୁଚର୍ଚ୍ଚିତ ନାବାଳିକା ଅମ୍ରିତାସ୍ନେହା ସାହୁ ଓରଫ୍‌ ପରୀ ହତ୍ୟା ମାମଲାରେ ଗତକାଲି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଜଣେ ନାବାଳକ କଲେଜ ଛାତ୍ରକୁ ଗିରଫ କରିଛି। ଯୁକ୍ତ ୩ରେ ପଢ଼ୁଥିବା ଉକ୍ତ ଛାତ୍ରର ଘର ଯଦୁପୁର ଗାଁରେ, ସେ ପରୀର ପଡ଼ୋଶୀ। ନାବାଳକ ହୋଇଥିବାରୁ କ୍ରାଇମବ୍ରାଞ୍ଚ ଜାରି କରିଥିବା ପ୍ରେସ୍‌ ବିବୃତିରେ … Continue reading ପରୀ ହତ୍ୟା ମାମଲା: କଲେଜ ଛାତ୍ରକୁ ବାନ୍ଧିଲା ଏସ୍‌ଆଇଟି